Browsing Tag

Odiaha

ମୋଦିଙ୍କ ହାତରେ ନବୀନ ରିମୋଟ କହି ଉଭୟଙ୍କୁ ଟାର୍ଗେଟ କଲେ ରାହୁଲ । କଂଗ୍ରେସ ସରକାରକୁ ଆସିଲେ ୧୦ଦିନରେ ହେବ କୃଷିଋଣ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଲେ ରାହୁଲ । କହିଲେ "ଓଡ଼ିଶାରେ କଂଗ୍ରେସ ସରକାରକୁ ଆସିଲେ ୧୦ ଦିନ ମଧ୍ୟରେ ଅନ୍ୟ କଂଗ୍ରେସ ଶାସିତ ରାଜ୍ୟପରି କୃଷିଋଣ ଛାଡ଼ କରାଯିବ । କେବଳ ଋଣ ଛାଡ ନୁହେଁ ଧାନର…

ବେକାରି ସମସ୍ୟା ନେଇ ବିକ୍ଷୋଭ କରିବ ଭାଜପା ଯୁବମୋର୍ଚ୍ଚା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଯୁକ୍ତି ମେଳା ନାଁରେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ହଡପ କରିଛନ୍ତିି । ଓଡ଼ିଶାର ଯୁବତୀ, ଯୁବକମାନଙ୍କୁ ନିଯୁକ୍ତି ଦେଉ ନ ଥିବା ଯୋଗୁଁ ରାଜ୍ୟରେ ବେକାରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ବିକାଶ ନାଁରେ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପଟେ…

ଅଙ୍ଗନବାଡ଼ି କର୍ମୀଙ୍କୁ ଉଲଗ୍ନ କରି …, ଦେଖନ୍ତୁ ଭିଡିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କଲେ କିଛି ମହିଳା । ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ମହିଳାମାନେ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ଏହାକୁ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ । ଏନେଇ ଅଭିଯୋଗ ହେବା…

ଜେଲରେ ଖେଳ କରୁଛି ପୁଞ୍ଜିଲାଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହୃଦୟ ଥରାଇ ଦେଇଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ନିଜର କୁକର୍ମ ପାଇଁ ଜେଲ ଦଣ୍ଡ ଭୋଗିବା ପରେ ମଧ୍ୟ ନିଜ ପ୍ରକୃତି ଛାଡିପାରୁନାହିଁ । ପାଟଣାଗଡ଼ ଜେଲ୍‌ରେ ଥିବା ୭ ଜଣ ଡକାୟତଙ୍କୁ ଜେଲ୍‌ରୁ ଚମ୍ପଟ ମାରିବାକୁ…

ଝାରସୁଗୁଡାକୁ ନବୀନ ଦେଲେ ୬୧୮ କୋଟି ଟଙ୍କା ପ୍ରକଳ୍ପର ଉପହାର, ବିଜେଡିରେ ଯୋଗଦେଲେ ନବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁହାର କହି ଝାରସୁଗୁଡା ଅମଲିପାଲ୍ଲୀ ଜନସଭାରେ ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ସେହିପରି ବିଜେଡିରେ ସାମିଲ ହୋଇଥିବାରୁ ନବ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଆଜି ୬ ଶହ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରି ନବୀନ କହିଛନ୍ତି ଆଗକୁ ବେଲପାହାଡ଼ରେ…

ବିଜେଡି ଆଇଟି ସେଲ ପକ୍ଷରୁ ଦିନିକିଆ କନ୍‌କ୍ଲେଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ୫ ଲକ୍ଷ ନୂଆ ଭୋଟରଙ୍କୁ ଦୃଷ୍ଟିରେ ରଖି ଦଳର ଆଇଟି ସେଲ ପକ୍ଷରୁ ଦିନିକିଆ କନ୍‌କ୍ଲେଭ ବୁଧବାର  ଆୟୋଜନ କରାଯାଇଥିଲା । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇଥିଲେ । ବୈଷୟିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କିଭଳି ସରକାରୀ…

ନିର୍ବାଚନ ଲଢ଼େଇର ଶିକାର ହେଲା ବେଗୁନିଆ ଥାନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗକୁ ଥିବା ସାଧାରଣ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଗଲାଣି । ରାଜନୈତିକ ଦଳ ନିର୍ବାଚନ ଦୌଡ଼ରେ ଆଗକୁ ଯିବାକୁ ଗୋଡ ଟଣାଟଣୀରେ ବ୍ୟସ୍ତ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଗୁନିଆରେ । ଏଠାରେ ଶାସକ ଦଳ…

ଘାଟି ତଳକୁ ଖସିଲା ମିନି ଟ୍ରକ, ୧୦ମୃତ । ମୃତକଙ୍କ ପରିବାରକୁ ୨ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ସକାଳୁ ଏକ ମିନି ଟ୍ରକ ଘାଟି ତଳକୁ ଖସି ପଡ଼ିବା ଯୋଗୁ ଘଟଣା ସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବ୍ରହ୍ମପୁର ମେଡିକାଲରେ ୪ ଜଣଙ୍କ ମୃତୁ ଘଟିଛି । ଏଥିସହ ୧୫ରୁ…

ଗାଁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ, ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ସବୁ ଗାଁ ରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ । ୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପାଖାପାଖି ୩୧୪ ଦିନ ମଧ୍ୟରେ ରାଜ୍ୟର ୩୧୪ ବ୍ଲକ, ୬୭୯୮ ପଞ୍ଚାୟତରେ ପହଞ୍ଚି ପାରିଛି । ବର୍ତ୍ତମାନ ସୁଦ୍ଧା ୬୨ ହଜାର ୮୫୭ଟି…

ପୁତ୍ର ସନ୍ତାନ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଓ କନ୍ଧମାଳରେ ନାବାଳିକା ମାଆ ହେବା ଘଟଣା ରାଜ୍ୟର ନାଁ କୁ କଳଙ୍କିତ କରିଥିବା ବେଳେ ଏଭଳି ଆଉ ଏକ ଘଟଣା ନଜରକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଞ୍ଚଳର ଜନୈକା ଦଶମ ଶ୍ରେଣୀ ଛାତ୍ରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ପରିବାର ଲୋକେ…