ଆଗେଇଲା ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ଟେଣ୍ଡର ପ୍ରକ୍ରିୟା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲା ସତ୍ୟବାଦୀରେ ବହୁପ୍ରତୀକ୍ଷିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଆଗେଇଛି ଟେଣ୍ଡର ପ୍ରକ୍ରିୟା । ଏହାର ନିର୍ମାଣ ଦାୟିତ୍ୱ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃ (ଓବିସିସି) ନେଇଥିବାବେଳେ ଖୁବଶୀଘ୍ର ଟେଣ୍ଡରକୁ ଅନୁମୋଦନ କରିବ ବୋର୍ଡ ଅଫ୍…