ଶ୍ରମ ମନ୍ତ୍ରୀ ୱେବ ପୋର୍ଟାଲ ‘ଓଡିଆ ଫଳକ’ର କଲେ ଲୋକାର୍ପଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଏକ ୱେବ ପୋର୍ଟାଲ ‘ଓଡିଆ ଫଳକ’ର ଲୋକାର୍ପଣ କରାଯାଇଛି । ଏହାର ମୁଖ୍ୟ ଉଦେଶ୍ୟ ହେଉଛି ରାଜ୍ୟରେ ଥିବା ସମସ୍ତ ଦୋକାନ ଓ ବାଣିଜିୟକ ପ୍ରତିଷ୍ଠାନର ନାମ ଫଳକ ଓଡିଆ ଭାଷାରେ ପ୍ରଦର୍ଶନ କ୍ଷେତ୍ରରେ ଜନସାଧାରଣଙ୍କ…