ଓବିସି କମିଶନ ଗଠନ କଲେ ରାଜ୍ୟ ସରକାର
ଓଡିଶା ଫାଷ୍ଟ( ବ୍ୟୁରୋ):ଓବିସି କମିଶନ ଗଠନ କରିଛନ୍ତି ରାଜ୍ୟ ସରକାର । ଜଷ୍ଟିସ ରଘୁନାଥ ବିଶ୍ୱାଳ ହେଲେ ପ୍ରଥମ ଅଧ୍ୟକ୍ଷ । ଜଷ୍ଟିସ ରଘୁନାଥ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ପ୍ରଫେସର ନବନୀତା ରଥ, ପ୍ରଫେସର ମିତାଲି ଚିନାର, ଡକ୍ଟର ପ୍ରସନ୍ନ କୁମାର ପାତ୍ର ଏହାର ସଦସ୍ୟ ଥିବାବେଳେ…