ଓବିସିମାନଙ୍କୁ ସେମାନଙ୍କ ଅଧିକାର ମିଳୁଛି କି ନାହିଁ, ସେ ନେଇ ତଦାରଖ କରିବେ ଜାତୀୟ ପଛୁଆ ବର୍ଗ କମିଶନ ସଦସ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓବିସିମାନଙ୍କୁ ସେମାନଙ୍କ ଅଧିକାର ମିଳୁଛି କି ନାହିଁ, ସେ ନେଇ ତଦାରଖ କରିବେ ଜାତୀୟ ପଛୁଆ ବର୍ଗ କମିଶନ ସଦସ୍ୟ କୌଶଳେନ୍ଦ୍ର ସିଂହ ପଟେଲ । ପଛୁଆ ବର୍ଗର ବିଭିନ୍ନ ସଙ୍ଗଠନ ସେମାନଙ୍କ ସମସ୍ୟା ବିଷୟରେ ବୈଠକରେ ଜଣାଇଛନ୍ତି । କମିଶନ ସଦସ୍ୟ ସମସ୍ତ ପ୍ରସଙ୍ଗ ଶୁଣିଛନ୍ତି…