Browsing Tag

numerology horoscope

ଏହି ତାରିଖ ଜନ୍ମ ହୋଥବା ପିଲାମାନେ ଜୀବନରେ ପାଇଥାନ୍ତି ଅନେକ ସଫଳତା

ଯେଉଁମାନଙ୍କର ଜନ୍ମ ତାରିଖ ୧, ୧୦, ୧୯ କିମ୍ବା ୨୮, ସେମାନଙ୍କର ରେଡିକ୍ସ ବା ମୂଳାଙ୍କ ୧ ବୋଲି ବିବେଚନା କରାଯାଏ। ଜନ୍ମରୁ ଏହି ରେଡିକ୍ସର ଲୋକମାନଙ୍କର ନେତୃତ୍ୱ ନେବା ଗୁଣ ଅଛି। ସେମାନେ ସୂର୍ଯ୍ୟଙ୍କ ଦ୍ୱାରା ପ୍ରଭାବିତ ହୁଅନ୍ତି। ଥରେ ସେମାନେ କାମ କରିବାକୁ ଚିନ୍ତା କଲେ, ଏଥିରେ ସଫଳତା…