Browsing Tag

NPS withdrawal rules changed

ବଦଳିଲା ଏନ୍‌ପିଏସ୍‌ ଅର୍ଥ ଉଠାଣର ନିୟମ, ଖାତା ଖୋଲିବାର ୩ ବର୍ଷ ପରେ ଆଂଶିକ ଅର୍ଥ ଉଠାଇପାରିବେ

ନ୍ୟାସନାଲ ପେମେଣ୍ଟ ସିଷ୍ଟମ (ଏନ୍‌ପିଏସ୍‌) ଖାତାଧାରୀଙ୍କ ପାଇଁ ବଡ଼ ଖବର। ପେନ୍‌ସନ୍‌ ପାଣ୍ଠି ନିୟାମକ ଏବଂ ବିକାଶ କର୍ତ୍ତୃପକ୍ଷ (ପିଏଫଆରଡିଏ) ତରଫରୁ ନୂଆ ନିୟମ ଲାଗୁ କରାଯାଇଛି। ଏଣିକି ଆପଣମାନେ ଖାତା ଖୋଲିବାର ୩ ବର୍ଷ ପରେ ମଧ୍ୟ ସେଥିରୁ ଆଂଶିକ ଅର୍ଥ ଉଠାଇପାରିବେ। ଆପଣଙ୍କ ପକ୍ଷରୁ…