୪୪ଟି ମେଡିସିନର ଖୁଚୁରା ମୂଲ୍ୟ ହ୍ରାସ କଲା ଏନପିପିଏ
ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି(ଏନପିପିଏ) ୨୦୧୩ ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଆଦେଶ ଅଧୀନରେ ୪୪ଗୋଟି ମେଡିସିନର ଖୁଚୁରା ମୂଲ୍ୟ ଧାର୍ଯ୍ୟ କରିଛି । ତେବେ ଏହାକୁ ନେଇ ଜୁଲାଇ ୩୧ରେ ଏନପିପିଏର ୧୧୫ ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପରୋକ୍ତ ନିର୍ଦ୍ଦେଶ ଜାରି…