ଏଣିକି ପରିବହନ ସମ୍ବନ୍ଧିତ ଏହି ୭ଟି ସେବା ପାଇଁ ଯିବାକୁ ହେବନି ଆର୍ଟିଓ, ଫୋନ ଜରିଆରେ ଏହାର ଉଠାଇ ପାରିବେ ଲାଭ
ଘରେ ବସି ପରିବହନ ସଂକ୍ରାନ୍ତ ୭ଟି ସେବା ସାଧାରଣ ଲୋକେ ପାଇପାରିବେ । ଏଥିପାଇଁ ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)କୁ ଦୌଡ଼ିବାକୁ ପଡ଼ିବ ନାହିଁ । ମୋବାଇଲ୍ରେ 'ଏମ୍- ପରିବହନ' ଆପ୍ ଡାଉନ୍ଲୋଡ୍ କରି ଜଣେ ବ୍ୟକ୍ତି ଏସବୁ ସୁବିଧା ପାଇବା ପାଇଁ ଆବେଦନ କରିପାରିବେ । ଆସନ୍ତା ୨୩…