ଏଣିକି ମେଟ୍ରୋ ଟ୍ରେନରେ ଯାତ୍ରୀ ନେଇପାରିବେ ମଦ ବୋତଲ!
ଦିଲ୍ଲୀ ମେଟ୍ରୋକୁ ନେଇ ଡିଏମଆରସି ଓ ସିଆଇଏସଏଫ ଅଧିକାରୀମାନଙ୍କ କମିଟି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ଦିଲ୍ଲୀ ମେଟ୍ରୋ ଟ୍ରେନରେ ଯାତ୍ରୀମାନେ ଦୁଇ ବୋତଲ ପର୍ଯ୍ୟନ୍ତ ମଦ ନେଇପାରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । କେବଳ ସିଲ୍ ବନ୍ଦ ଥିବା ୨ ବୋତଲ ମଦ ଯାତ୍ରୀମାନେ ନେଇପାରିବେ…