ଏଣିକି ଦିନ ପାଇଁ ଶସ୍ତା ଓ ରାତି ପାଇଁ ମାହାଙ୍ଗା ହେବ ବିଜୁଳି ବିଲ
ବିଦ୍ୟୁତ ନିୟମାବଳୀରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । ଏହି ପରିବର୍ତ୍ତନଗୁଡ଼ିକ ହେଲା ଟାଇମ୍ ଅଫ୍ ଡେ (ଟିଓଡି) ଶୁଳ୍କ ବ୍ୟବସ୍ଥାର ପ୍ରଚଳନ କରିବା ଏବଂ ମିଟରିଂ ବ୍ୟବସ୍ଥାକୁ ତର୍କସଙ୍ଗତ କରିବା। ପରିବର୍ତ୍ତିତ ନିୟମ ଅନୁସାରେ ଏଣିକି ଉପଭୋକ୍ତାଙ୍କୁ ଦୁଇ ପ୍ରକାର ରେଟରେ ବିଦ୍ୟୁତ…