ମାଟ୍ରିକ ରେଜଲ୍ଟ ଖରାପ କରିଥିବା ୮୨ ସ୍କୁଲକୁ ଗଣଶିକ୍ଷା ବିଭାଗର ନୋଟିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣଶିକ୍ଷା ମନ୍ତ୍ରୀ ଭାବେ ପ୍ରଥମ କରି ଦାୟିତ୍ୱ ସମ୍ଭାଳିଥିବା ସମୀର ଦାଶ ମାଟ୍ରିକ୍ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଚଳିତ ପରୀକ୍ଷାରେ ଶୂନ ଫଳ କରିଥିବା ୮୨ଟି ବିଦ୍ୟାଳୟକୁ ଗୁରୁବାର…