ମା’ ବିରଜାଙ୍କ ଆଶୀର୍ବାଦ ନେଇ ରଣାଙ୍ଗନକୁ ଓଲ୍ହାଇବାକୁ ପ୍ରଣବ(ବବି) ଭରିଲେ ନାମାଙ୍କନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ପ୍ରଭାଵଶାଳୀ ବିଧାୟକ ତଥା ନବୀନଙ୍କ ବିଶ୍ୱସ୍ତ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ(ବବି) ଯାଜପୁର ଜିଲ୍ଲାରୁ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବବି ବିଜେଡିର କ୍ରାଇସିସ ମ୍ୟାନେଜର ଭାବେ ପରିଚିତ ।
ସୂଚନା ଅନୁଯାୟୀ, ଗତକାଲି ପ୍ରଣବ ଯାଜପୁର…