ନୋବେଲ ପୁରସ୍କାର ୨୦୨୨; ମେଡିସିନ୍ ପାଇଁ ସ୍ୱାଣ୍ଟେ ପାବୋ ପାଇବେ ନୋବେଲ ପୁରସ୍କାର
ଚଳିତ ବର୍ଷ ମେଡିସିନ୍ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ସ୍ବିଡେନ୍ର ସ୍ବାଣ୍ଟେ ପାବୋ ପିଜିଓଲଜି ତଥା ମେଡିସିନ୍ରେ ନୋବେଲ୍ ପୁରସ୍କାରରେ ସମ୍ମାନିତ ହେବେ । ମାନବ ବିବର୍ତ୍ତନ ସଂପର୍କିତ ଗବେଷଣା ପାଇଁ ସେ ଏହି ପୁରସ୍କାରରେ ସମ୍ମାନିତ ହେବେ । ମାନବ ବିବର୍ତ୍ତନ ଓ ବିରଳ ହୋମିନିନର…