ଜୁଲାଇରୁ ଆଉ ବିଜୁଳି ବିଲ୍ ଆସିବ ନାହିଁ: ମୁଖ୍ୟମନ୍ତ୍ରୀ
ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର। ଜୟ ଜଗନ୍ନାଥ କହି ଆରମ୍ଭ କଲେ ବକ୍ତବ୍ୟ। ଖରାରେ ଆସିଥିବାରୁ ସମସ୍ତଙ୍କୁ ଦେଲେ ଧନ୍ୟବାଦ। ଏହା ସହ ବିଭିନ୍ନ ଯୋଜନା ସମ୍ପର୍କରେ ପଚାରି ବୁଝିଲେ ନବୀନ। ଜନସଭାରେ ଉଦବୋଧନ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି…