ବୈଜୟନ୍ତଙ୍କ ଘରେ ନିରଞ୍ଜନ,କଂଗ୍ରେସ ଭବନରେ ଦାମ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାଜନୀତିର ଗତି କୁଆଡେ ଦାମ ଓ ବିଜେଡି ଲଢେଇ, ବୈଜୟନ୍ତଙ୍କ ସହ ବିଜେଡି ର ଖଣ୍ଡ ଯୁଧ୍ୟ ବା କାହାକୁ ଅଛୁପା । ଏବେ ଏହାକୁ ନେଇ ରାଜନୀତି ମାହୋଲ ପୁରା ସରଗରମ ହୋଇଛି । ଆହୁରି ଏହି ରାଜନୈତିକ ମାହୋଲ କୁ ଖୋରାଗ ଯୋଗେଇଛନ୍ତି ଖୋଦ କଂଗ୍ରେସ (ପିସିସି) ମୁଖିୟା…