Browsing Tag

Niranjan advice to change the name of BJD

‘ବିଜେଡି’ରେ ଆଉ ବିଜୁଙ୍କ ଲୋକ ନଥିବାରୁ ଏହାର ନାଁ ବଦଳାଇବାକୁ ପରାମର୍ଶ ଦେଲେ – ନିରଞ୍ଜନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ ବିଜେପି ଓ କଂଗ୍ରେସ ପକ୍ଷରୁ ବିଜେଡି ଅନେକ ସମାଲୋଚିତ ହୋଇଛି । ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘଟଣା ଉପରେ ଟିପ୍ପଣୀ ଦେଇ କହିଛନ୍ତି 'ବିଜେଡି'…