Browsing Tag

Niraj Chopra won the gold

ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ଅଲିମ୍ପିକ୍‌ ଚାମ୍ପିଅନ୍‌ ତଥା ଭାରତର ଜାଭେଲିନ୍‌ ତାରକା ନୀରଜ ଚୋପ୍ରା ଦୋହା ଡାଏମଣ୍ଡ୍‌ ଲିଗ୍‌ରେ ସ୍ୱର୍ଣ୍ଣ ପଦକ ସହ ସିଜନ ଆରମ୍ଭ କରିଛନ୍ତି । ସେ ନିଜର ପ୍ରଥମ ପ୍ରୟାସରେ ୮୮.୬୭ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ସ୍ୱର୍ଣ୍ଣ ପଦକ ପକ୍କା କରି ଦେଇଥିଲେ । ବିଶ୍ୱ ଚାମ୍ପିଅନ୍‌ ଗ୍ରେନାଡାର…