Browsing Tag

Niladra bije

ଆଜି ନୀଳାଦ୍ରି ବିଜେ

ଆଜି ରଥଯାତ୍ରାର ଶେଷ ପର୍ବ 'ନୀଳାଦ୍ରି ବିଜେ' । ରତ୍ନବେଦିକୁ ଫେରିବେ ମହାବାହୁ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଉଭା ହେବେ ଶ୍ରୀବିଗ୍ରହ । ଗୋଟି ପହଣ୍ଡିରେ ରଥାରୂଢ଼ ଠାକୁର ଶ୍ରୀମନ୍ଦିରକୁ ବିଜେ ହେବେ । ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଜେରେ ସମସ୍ୟା ନାହିଁ । କିନ୍ତୁ କାଳିଆ…