ପାଣିପାଗ ବଦଳରେ ନ୍ୟୁଜ୍ ଚ୍ୟାନେଲରେ ଚାଲିଲା ଅଶ୍ଳୀଳ ଭିଡିଓ, ବେଫିକର ପଢି ଚାଲିଲେ ଉପସ୍ଥାପିକା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିର ସମୟରେ, ଦେଶ ତଥା ବିଶ୍ୱର ଖବର ଜାଣିବା ପାଇଁ ଲୋକମାନେ ନ୍ୟୁଜ୍ ଚ୍ୟାନେଲ ଉପରେ ନିର୍ଭର କରନ୍ତି। ନ୍ୟୁଜ୍ ଚ୍ୟାନେଲଗୁଡିକ ମଧ୍ୟ ପ୍ରତ୍ୟେକ ସମ୍ବାଦକୁ ସେମାନଙ୍କ ଦର୍ଶକଙ୍କୁ ପ୍ରଥମେ ଦେଖାଇବାକୁ ଚେଷ୍ଟା ଜାରି ରଖନ୍ତି। ଏହି ସମୟରେ, ଲାଇଭ୍ ଟେଲିକାଷ୍ଟରେ ଅନେକ…