ନାଇଟ୍ କର୍ଫ୍ୟୁ ଗାଇଡ୍ ଲାଇନରେ ସଂଶୋଧନ, ପଢନ୍ତୁ କଣ ହେଲା ପରିବର୍ତ୍ତନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜିରୋ ନାଇଟ, ନୂଆବର୍ଷ ପାଇଁ ଜାରି ହୋଇଥିବା ନାଇଟ୍ କର୍ଫ୍ୟୁ ଗାଇଡଲାଇନରେ ସଂଶୋଧନ ହୋଇଛି । ଏନେଇ ସଂଶୋଧିତ ବିଜ୍ଞପ୍ତି ଜାରିକଲେ ଏସ୍ଆରସି । ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀ ସେବା ଅଧିକାରୀଙ୍କୁ ଅନୁମତି ମିଳିବ ।
ସରକାରୀ କର୍ମଚାରୀ, ଡାକ୍ତର, ପୋଲିସ୍ଙ୍କୁ…