ଫୋନରେ କଥାହୋଇ ଗାଡ଼ି ଚଳାଉଥିଲେ ଆଉ ଦେବାକୁ ପଡିବନି ଜୋରିମାନା
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗାଡ଼ି ଚାଳକଙ୍କ ପାଇଁ ଆଣିଛନ୍ତି ଏକ ଖୁସି ଖବର । କିଛି ନିୟମ ମାନି ଫୋନରେ କଥାହୋଇ ଗାଡ଼ି ଚଳାଇଲେ ଆଉ ଦେବାକୁ ପଡ଼ିବ ନାହିଁ ଜୋରିମାନା ।
ସୂଚନା ଅନୁଯାୟୀ, ଲୋକସଭାରେ କେନ୍ଦ୍ର ସଡ଼କ ଓ ପରିବହନ…