ପାଣି ପିଇବାକୁ ବାଜିବ ୩ ଥର ଘଣ୍ଟି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଦ୍ୟାଳୟରେ ପାଣି ପିଇବାକୁ ବାଜିବ ଘଣ୍ଟି । ଆଜି ‘ପାଣି ପିଅନ୍ତୁ ସୁସ୍ଥ ରୁହନ୍ତୁ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଆଜି ଗଞ୍ଜାମର ସବୁ ସ୍କୁଲରେ ପାଣି ପିଇବା ଘଣ୍ଟି ବାଜିଛି । ୧୧ଟା ୪୦ରେ ଆଜି ପ୍ରଥମ ଥର ପାଣି ପିଇବା ଘଣ୍ଟି ବାଜିଥିବା…