ନୂଆ ରୂପର ପୁରୀର ଏକ ଝଲକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀର ଶ୍ରୀମନ୍ଦିର ଚତୁରପାର୍ଶ୍ଵ ଉଚ୍ଛେଦ ପରେ ବଦଳି ଯାଇଛି ପୁରୀର ରୂପରେଖ । ଅନେକ ବର୍ଷରୁ ବାହାର ପର୍ଶ୍ୱରୁ ଦେଖାଯାଉ ନଥିବା ସୁଉଚ୍ଚ ମେଘନାଦ ପାଚେରୀ ଏବେ ସ୍ପଷ୍ଟ ଭାବେ ଦେଖାଯାଉଛି । ଯାହାକି ଶ୍ରୀମନ୍ଦିରର ସୁନ୍ଦରତାକୁ ଅନେକ ଗୁଣରେ ବର୍ଦ୍ଧିତ କରୁଛି । ଆଜି…