ଆପରାହ୍ନରେ ଏସଆରସି ଘୋଷଣା କରିବେ ନୂତନ ଗାଇଡଲାଇନ୍, ପଢ଼ନ୍ତୁ
ଓଡ଼ିଶା ଫାଷ୍ଟ (ବ୍ୟୁରୋ) କଣ ରହିବ ଅଗଷ୍ଟ ମାସର ଗାଇଡଲାଇନ୍। ଏ ନେଇ ଆଜି ଆପରାହ୍ନ ୩. ୩୦ ମିନିଟରେ ଘୋଷଣା କରିବେ ଏସଆରସି ପ୍ରଦୀପ କୁମାର ଜେନ। ସୂଚନା ଅନୁସାରେ ଦୈନିକ ସଂକ୍ରମଣ ହାର ଅଧିକ ଥିବା ୫ଟି ଜିଲ୍ଲାରେ କଟକଣା ବଳବତ୍ତର ରହିବ ।
ଅଗଷ୍ଟ ମାସ ପାଇଁ କ'ଣ ହେବ ନୂଆ ଗାଇଡଲାଇନ୍…