ଜୀବନରେ ସୁଖ ଓ ସମୃଦ୍ଧି ପାଇଁ ଏହି ୭ଟି ରହସ୍ୟ କଦାପି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ
ମହାନ ବିଦ୍ୱାନ ଶାସ୍ତ୍ର ବିତ ଚାଣକ୍ୟ ନିଜ ଜୀବନ ର ସଫଳତା ପାଇଁ କିଛି ନୀତି କହିଛନ୍ତି । ଯାହା ଦ୍ଵାରା ବ୍ୟକ୍ତି କୁ ନିଜ ଜୀବନ ସହିତ ଜଡ଼ିତ କିଛିଟା କଥା ଅନ୍ୟ ନିକଟରେ ନକହିବା ପାଇଁ କୁହାଯାଇଛି । ଆଜିର ନୀତି ଶାସ୍ତ୍ର ରେ ଆସନ୍ତୁ ଜାଣିବା କେଉଁ ୭ଟି କଥା ଅନ୍ୟ ନିକଟରେ ପ୍ରକାଶ କରିବା…