Browsing Tag

nepal journalist

ନେପାଳରେ ଚୀନ ଷଡ଼ଯନ୍ତ୍ରର ଖୁଲାସା କରିଥିବା ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନେପାଳର ବରିଷ୍ଠ ପତ୍ରକାର ବଳରାମ ବାନିୟାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଯାହାକୁ ନେଇ ପ୍ରଶ୍ନ ଉଠିଛି । ନେପାଳର ସବୁଠୁ ବଡ଼ ମିଡିଆ ଘରାନା କାନ୍ତିପୁରରେ ୩୦ ବର୍ଷ ଧରି କାମ କରୁଥିବା ବରିଷ୍ଠ ପତ୍ରକାର ବାନିୟାଙ୍କ ମୃତଦେହ ମିଳିଛି । କାଠମାଣ୍ଡୁ ଠାରୁ ୨୦୦…