Browsing Tag

nepal

ନେପାଳରେ ଯାତ୍ରୀବାହୀ ବିମାନ ନିଖୋଜ

ନେପାଳ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନେପାଳର ଘରୋଇ ଯାତ୍ରୀବାହୀ ବିମାନ ନିଖୋଜ । ତାରା ଏୟାର ନାଇନନେଟ ଟ୍ୱିନ ଇଞ୍ଜିନ ବିମାନ ନିଖୋଜ । ପୋଖରାରୁ ଜମସମ ଯାଉଥିଲା ବିମାନ। ସକାଳ ୯.୫୫ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା । ବିମାନରେ ୪ ଭାରତୀୟଙ୍କ ସମେତ ୨୨ ଯାତ୍ରୀ ଥିବା ସୂଚନା ।

୧୦ ଥର ଏଭରେଷ୍ଟ ଆରୋହଣ : ନିଜ ରେକର୍ଡ ଭାଙ୍ଗିଲେ ନେପାଳୀ ମହିଳା

କାଠମାଣ୍ଡୁ : ନେପାଳର ମହିଳା ପର୍ବତାରୋହୀ ଲାକ୍ପା ଶେର୍ପା ବିଶ୍ୱର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିବା ସହ ନିଜର ପୂର୍ବ ରେକର୍ଡ ଭଙ୍ଗ କରିଛନ୍ତି । ଗୁରୁବାର ଲାକ୍ପା ୧୦ମ ଥର ପାଇଁ ଏଭରେଷ୍ଟ ଶିଖରରେ ପହଞ୍ଚିଥିବାବେଳେ ପୂର୍ବରୁ ସ୍ଥାପିତ ନିଜର ରେକର୍ଡ ଭଙ୍ଗ କରିଛନ୍ତି । ୪୮…

ନେପାଳ ରାଷ୍ଟଦୂତଙ୍କ ସୋଆ ପରିଦର୍ଶନ, କଲେ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର ୧୧/୧୨ : ନୂଆଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସର ରାଷ୍ଟ୍ରଦୂତ ଦାୟିତ୍ୱରେ ଥିବା ଶ୍ରୀ ରାମ ପ୍ରସାଦ ସୁବେଦୀ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନ କରିବା ସହ ଏହାର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ…

ନେପାଳ ସଂସଦରେ ନୂଆ ମ୍ୟାପରେ ଲାଗିଲା ମୋହର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ନୂଆ ମାନଚିତ୍ର ଉପରେ ମୋହର ମାରିବା ପାଇଁ ନେପାଳ ସରକାର ଡାକିଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ଶେଷରେ ସଫଳ ହୋଇଛି। ବିତର୍କ ଭୋଟିଂ ଜରିଆରେ ନେପାଳ ସଂସଦରେ ନୂଆ ମ୍ୟାପ ବିଲକୁ ଅନୁମୋଦନ ମିଳିଛି। ଏହି ନୂଆ ମ୍ୟାପରେ ଭାରତର କିଛି ଅଂଶ ରହିଛି। ଭାରତ ସରକାର…