NEET PG ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ
ନ୍ୟାସନାଲ ବୋର୍ଡ ଅଫ୍ ମେଡିକାଲ ସାଇନ୍ସ (NBEMS) NEET PGର ନୂତନ ପରୀକ୍ଷା ତାରିଖର ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପରୀକ୍ଷା ବର୍ତ୍ତମାନ ୧୧ ଅଗଷ୍ଟ ୨୦୨୪ରେ କରାଯିବ । ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା । SOP ଏବଂ ପ୍ରୋଟୋକଲ୍ ସମୀକ୍ଷା କରିବା ପରେ, NEET PG ର ନୂତନ ତାରିଖ ଘୋଷଣା…