ରାଜଧାନୀରେ ରାତିରେ ବ୍ଲାଙ୍କ ଫାଇରିଂ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନ ପରେ ପୁଣି ରାଜଧାନୀରେ ଫୁଟିଛି ଗୁଳି । ଗତକାଲି ବିଳମ୍ବିତ ରାତିରେ ହୋଇଥିଲା ବ୍ଲାଙ୍କ ଫାଇରିଂ ଓ ପରେ ଧାରୁଆ ଅସ୍ତ୍ର ଆକ୍ରମଣରେ ମାନସ ମଲ୍ଲିକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ରାତି ଗୋଟାଏରେ ମାନସ ଓ ଅନ୍ୟ ଜଣ…