ବାଣ ବିସ୍ଫୋରଣ ରେ ସ୍ଵାମୀ, ସ୍ତ୍ରୀ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଲୋକର ପର୍ବ ଦୀପାବଳି ପୂର୍ବରୁ ଭୁବନେଶ୍ୱର ଉପକଣ୍ଠରେ ଘଟି ଯାଇଛି ଏକ ବଡ ଧରଣର ଅଘଟଣ । ଦୀପାବଳି ପାଇଁ ବାଣ ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ବନମାଳିପୁର ନୂଆସାହିରେ ଦୀପାବଳି ପାଇଁ ବାଣ…