ନବରାତ୍ରୀ ଓ ଦଶହରାର ମହତ୍ୱ କ’ଣ ? ଏହା ମହିଷାସୁରାର ବଧ କିଭଳି ହୋଇଥିଲା ?
ଦଶହରାର ୯ ଦିନ ପୂର୍ବରୁ ଆରମ୍ଭ ହୋଇଯାଏ ନବରାତ୍ରୀ । ନବରାତ୍ରୀ ର ଦଶମ ଦିନ ଦଶହରା ପାଳନ ହୁଏ, ଏହା ସହ ରାବଣ ବଧ ହୋଇଥାଏ । ତେବେ ନବରାତ୍ରି ଓ ଦଶହରାକୁ ନେଇ ଥିବେ କିମ୍ବଦନ୍ତୀ ବିଷୟରେ ଆସନ୍ତୁ ଜାଣିବା...
ନବରାତ୍ରୀ ପର୍ବ ପାଳନ ପଛରେ ଅନେକ ବିଶ୍ୱାସ ଅଛି, କିନ୍ତୁ ସବୁଠାରୁ ଲୋକପ୍ରିୟ…