କରୋନା ପ୍ରତିରୋଧ ପ୍ରସ୍ତୁତି କୁ ନେଇ ନବୀନଙ୍କ ପ୍ରଶଂସା କଲା ଜାତୀୟ ଗଣମାଧ୍ୟମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶାସନ ପାଇଁ ଯେତିକି ପ୍ରସିଦ୍ଧ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମଧ୍ୟ ସେତିକି ପରିଚିତ। ବର୍ତ୍ତମାନ ସାରାବିଶ୍ୱ କରୋନାରେ କବଳିତ ଥିବାବେଳେ ଓଡିଶା ସେଥିରୁ ବାଦ ପଡିନି। ଏହାର ମୁକାବିଲା ପାଇଁ ଓଡିଶା ସରକାର ବ୍ୟାପକ…