Browsing Tag

#naveenpatanaik

ଲୋକଙ୍କ ସେବାରେ ସମର୍ପିତ ନବୀନ, ଦେଖନ୍ତୁ ଭିଡ଼ିଓ

ଲୋକଙ୍କ ସେବାରେ ସମର୍ପିତ ନବୀନ, କଥା କମ୍‌,କାମ ବେଶୀ ନିରବ ସାଧକ,ଉନ୍ନତି ଅନେକ । https://youtu.be/Bs_N-KcmcFI?si=duES5rF2DJNZHUhJ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୭୮ ବର୍ଷ ବୟସରେ ପାଦ ଥାପିଛନ୍ତି । ଗତ ମାସରେ ବଡ ଭଉଣୀ ଗୀତା ମେହେଟା…

ଲୋକସଭା ଆମର ବିଧାନସଭା ତମର, ଦେଖନ୍ତୁ ଭିଡ଼ିଓ

ଲୋକସଭା ଆମର ବିଧାନସଭା ତମରରା, ଜନୀତିରେ ପୁରୀ ଫ୍ୟାକ୍ଟର କିଏ କାହାକୁ ଚକ୍‌ମା ଦେବ, ପୁରୀରେ ଆଗରୁ ଫିକ୍ସି ହୋଇଛି କି ସିଟ୍ ଭାଗବଣ୍ଟାଲୋ, କସଭା ଆମର ବିଧାନସଭା ତମର । https://youtu.be/ONd6nQ5eIAo?si=ajdUKiGysjcuK_Fn ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନରେ ହିଞ୍ଜିଳି…

କାହା ଛତ୍ରଛାୟା ତଳେ ଶ୍ରୀମୟୀ ମିଶ୍ର,ଦଳରେ ଚାଲିଛି ଟୁପୁରୁ ଟାପର ,ଦେଖନ୍ତୁ ଭିଡ଼ିଓ

ଶୁଣିବାକୁ ମିଳୁଛି ଦଳର କିଛି ପାୱାରଫୁଲ ବିଧାୟକ ଶ୍ରୀମୟୀ ଙ୍କୁ ନିଜ ସାଙ୍ଗରେ ଧରି ବୁଲୁଛନ୍ତି । କିପରି ଆଗାମୀ ନିର୍ବାଚନରେ ଏକ ବିଧାୟିକା ହେଉ କିମ୍ବା ସାଂସଦ ପଦ ହେଉ ଯେପରି ଶ୍ରୀମୟୀଙ୍କୁ ମିଳୁ । ତେଣୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଛନ୍ତି । ଏପରିକି ସମସ୍ତ କାର୍ଯ୍ୟକ୍ରମ ରେ ଶ୍ରୀମୟୀ…

ମୁଁ ମସ୍ତିଷ୍କବିକୃତ ନା ମୁଖ୍ୟମନ୍ତ୍ରୀ,ଏମିତି କହି ଗର୍ଜିଲେ ଜୟନାରାୟଣ ମିଶ୍ର ଦେଖନ୍ତୁ ଭିଡ଼ିଓ

ଜଣେ ବିଧାୟକ ମତେ କହିଲେ ମୁଁ ମସ୍ତିଷ୍କବିକୃତ ନା ମୁଖ୍ୟମନ୍ତ୍ରୀ,ଏମିତି କହି ଗର୍ଜିଲେ ଜୟନାରାୟଣ ମିଶ୍ର । https://youtu.be/YokGcE9-GU8?si=jhIecLvbqTcD5beP