ନବୀନ ପଠାଇବେ ନବୀନଙ୍କୁ ରାଜ୍ୟସଭା !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ଜୁନ ୧୦ ତାରିଖରେ ହେବାକୁ ଥିବା ରାଜ୍ୟର ତିନୋଟି ରାଜ୍ୟସଭା ପ୍ରାର୍ଥୀ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଲାଣି । ଏହି ଆସନକୁ ନେଇ ଅନେକ ଆଶାୟୀ ଆଶା ବାନ୍ଧିବା ସହ ଲବୀ କରିବାରେ ବ୍ୟସ୍ତ ଅଛନ୍ତି । ରାଜ୍ୟସଭା ନିର୍ବାଚନକୁ ନେଇ ଅନେକ ରାଜନୈତିକ…