ନବୀନ ପଟ୍ଟନାୟକ ସବୁଠୁ ଅଧିକ ଜନ ବିରୋଧୀ: ଜୟନାରାୟଣ ମିଶ୍ର
ନବୀନ ପଟ୍ଟନାୟକ ସବୁଠୁ ଅଧିକ ଜନ ବିରୋଧୀ । ବିଗତ ୨୩ ବର୍ଷ ର ଶାସନ କାଳରେ ଓଡ଼ିଶାକୁ ଗୋଟେ ପଛୁଆ ରାଜ୍ୟରେ ପରିଣତ କରିଛନ୍ତି । ଆମେ ଭିତ୍ତିଭୂମିରେ ପଛୁଆ, ଦାରିଦ୍ର୍ୟତା, ନାରୀ ନିର୍ଯାତନାରେ ପ୍ରଥମ । ନବୀନ ବାବୁ ଆମକୁ ଜନ ବିରୋଧୀ କହିବା ପୂର୍ବରୁ ନିଜ ସମ୍ପର୍କରେ ଭାବିବା କଥା ।…