କ୍ୟାପିଟାଲ ହସପିଟାଲରେ ପିଜି ଆଇଏମଇଆର ପାଠ୍ୟକ୍ରମର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
କ୍ୟାପିଟାଲ ହସପିଟାଲରେ ପିଜି ଆଇଏମଇଆର ପାଠ୍ୟକ୍ରମର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡାକ୍ତରୀ ଛାତ୍ରଙ୍କ ସହ ବାର୍ତ୍ତାଳାପ କଲେ ମୁଖ୍ୟମନ୍ତ୍ରୀ। ସ୍ବାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଥିଲେ ଉପସ୍ଥିତ। କ୍ୟାପିଟାଲ ହସପିଟାଲରେ ଚଳିତ ବର୍ଷରୁ ଆରମ୍ଭ ହୋଇଛି ପିଜି…