ମୁଖ୍ୟମନ୍ତ୍ରୀ ଭାବେ ନବୀନ ଅଧିକ ଲୋକପ୍ରିୟ
ଓଡିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଭାବେ କିଏ ଅଧିକ ଲୋକପ୍ରିୟ ଏହାକୁ ନେଇ ଇଣ୍ଡିଆ ଟୁଡେ-ମାଇଁ ଇଣ୍ଡିଆ ପି.ଏସ.ଇ ସର୍ଭେ ଓଡିଶାର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ରରେ ୮୨୩୨ ଜଣ ଭୋଟର ଙ୍କର ଟେଲିଫୋନ ଯୋଗେ ମତାମତକୁ ସଂଗ୍ରହ କରିଥିଲା । ଏହି ମତାମତ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…