Browsing Tag

National

ଭାରତ ସହ ଯୁଦ୍ଧର ଧମକ ଦେଲେ ଇମ୍ରାନ

ଭାରତର ପଡୋଶୀ ଦେଶ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ନେଇ ଏକ ଟ୍ୱିଟ କରିଛନ୍ତି। ୨୦୧୯ ଫେବ୍ରୁଆରୀ ୨୬ ତାରିଖ ରାତି ୩ଟାରେ ଭାରତ ଏଲଓସି ପାର କରି ପାକିସ୍ତାନର ସୀମାରେ ପଶି ବାଲାକୋଟ ସ୍ଥିତ ଜୈଶ-ଏ-ମହମ୍ମଦର ଆତଙ୍କୀ ଠିକଣା ଗୁଡିକୁ ଧ୍ୱଂସ କରିଥିଲା। ପରେ ଏହାକୁ ବାଲାକୋଟ…

ଋଷିଆ: ଟିଭି ଚ୍ୟାନେଲ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ୟୁଟ୍ୟୁବ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେରିକା ଏବଂ ତା ସହଯୋଗୀମାନେ ରୁଷ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଇଛନ୍ତି । ଅନେକ ବଡ କମ୍ପାନୀ ମଧ୍ୟ ଋଷ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଫେସ୍‌ବୁକ୍‌ ପରେ ବର୍ତ୍ତମାନ ଏହି ନିଷେଧା ଦେଶରେ ବଡ କମ୍ପାନୀ ଗୁଗୁଲର ନାମ ମଧ୍ୟ ଯୋଡା…

ଋଷ ଟାର୍ଗେଟରେ ୟୁକ୍ରେନର ରାଷ୍ଟ୍ରପତିଙ୍କ ପରିବାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିବାରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଅସହାୟ ଥିବା ପରି ମନେଉଛି । ତଥାପି, ଋଷର ସେନା ସହ ଦୃଢ ମୁକାବିଲା କରୁଛି ୟୁକ୍ରେନ । କହିଛନ୍ତି ଯେ, ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ କରିବୁ । ରାଷ୍ଟ୍ରପତି ଜେଲେନସ୍କିଙ୍କ…

ବୁଖାରେଷ୍ଟରୁ ୨୧୯ ଭାରତୀୟଙ୍କୁ ଧରି ମୁମ୍ବାଇ ଅଭିମୁଖେ ବିମାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ୨୧୯ ଭାରତୀୟଙ୍କୁ ଧରି ମୁମ୍ବାଇ ଅଭିମୁଖେ ରୋମାନିଆରୁ ଉଡାଣ ଭରିଲା ବିମାନ। ରୁଷ ସହିତ ଉତ୍ତେଜନା କାରଣରୁ ୟୁକ୍ରେନ ନିଜର ଆକାଶମାର୍ଗ ବନ୍ଦ କରିଛି। ସେଠାରେ ଫସି ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ…

ଜୀବନ ଦେଲେ, ହେଲେ ରୁଷ ଯବାନଙ୍କ ସାମ୍ନାରେ ଆତ୍ମ ସମର୍ପଣ କଲେନି ୧୩ ୟୁକ୍ରେନ ସୈନିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆତ୍ମ ସମର୍ପଣ କରିବାକୁ ମନା କରିବାରୁ ୟୁକ୍ରେନର ୧୩ ଯବାନଙ୍କୁ ମାରି ରୁଷ ଏହି ଦ୍ଵୀପକୁ କବଜା କରିଛି। ଯେବେ ରୁଷି ଯୁଦ୍ଧ ଜାହାଜରେ ଥିବା ଯବାନ ୟୁକ୍ରେନର ୧୩ ବର୍ଡର ଗାର୍ଡ୍ସକୁ ଆତ୍ମ ସମର୍ପଣ କରିବାକୁ କହିଲେ, ସେମାନେ ଏମିତି କରିବାକୁ ମନା କରି ଦେଇଥିଲେ। ଏହା…

ଦିଲ୍ଲୀରେ ହଟିଲା କରୋନା କଟକଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ହୋଇଛି। ଶୁକ୍ରବାର ଏ ନେଇ ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧିକରଣ (ଡିଡିଏମଏ)ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାପରେ ରାଜଧାନୀରେ ଜାରି ଏପର୍ଯ୍ୟନ୍ତ ସମସ୍ତ କଟକଣା ସମାପ୍ତ କରିବା ଲାଗି ନିଷ୍ପତ୍ତି ହୋଇଛି।…

ୟୁକ୍ରେନର ସୈନିକ ଅସ୍ତ୍ର ଶସ୍ତ୍ର ପରିତ୍ୟାଗ କରିଲେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ରୁଷ ୟୁକ୍ରେନରେ ଖୁବ୍ ତାଣ୍ଡବଲୀଳା ମଚାଇଛି। ଘନ ଘନ ମିସାଇଲ ମାଡରେ ଥରହର ୟୁକ୍ରେନ। ତଥାପି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ରୁଷର ଏହି ପଡୋଶୀ ରାଷ୍ଟ୍ର। ଏ ପର୍ଯ୍ୟନ୍ତ ଅନେକ ସୈନିକଙ୍କ…

ୟୁକ୍ରେନରେ ୧୮ ରୁ ୬୦ ବୟସଙ୍କ ଦେଶ ଛାଡିବା ଉପରେ ଲାଗିଲା କଟକଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ଏବଂ ୟୁକ୍ରେନରେ ଜାରି ରହିଛି ଲଢେଇ । ଗୁରୁବାରରୁ ଋଷରେ ଲଗାତାର ସବୁପଟୁ ଆକ୍ରମଣ କରୁଛି ପୁଟିନ ସେନା । ଋଷ ପକ୍ଷରୁ ସୈନ୍ୟ ଆକ୍ରମଣ କରିବା ପରେ ରାଷ୍ଟ୍ରପତି ଦେଶରେ ମାର୍ସାଲ ଲ ଲାଗୁ କରିଛି । ନାଗରିକଙ୍କୁ ଅପିଲ କରାଯାଉଛି କି, ସେମାନ ଭୟଭୀତ ନ ହୁଅନ୍ତୁ ।…

ଋଷ ସହ ଲଢିବାକୁ ଏକା ଛାଡିଦିଆଗଲା, କେହି ଆମକୁ ସାହାଯ୍ୟ କରିବାକୁ ଆସିଲେନି: ୟୁକ୍ରେନ୍‌ ରାଷ୍ଟ୍ରପତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଭାବୁକ ହୋଇ ନିଜର ବୟାନ ଜାରି କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେଂସ୍କି । ସେ କହିଛନ୍ତି, ଋଷ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୩୭ ସୈନ୍ୟ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ।…

ଋଷର ୫୦ ସୈନ୍ୟଙ୍କୁ ହତ୍ୟା, ୟୁକ୍ରେନ୍‌ ୪୦ ଯବାନ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନ୍‌ ଉପରେ ଆକ୍ରମଣ କରିଚାଲିଛି ଋଷ । କୌଣସି ପରିସ୍ଥିତିରେ ଝୁଙ୍କୁ ନାହାନ୍ତି ପୁଟ୍ଟିନ୍‌ । ୟୁକ୍ରେନ୍‌ର ବିଭିନ୍ନ ସ୍ଥାନରେ ଘନଘନ ମିସାଇଲ ମାଡ କରିଚାଲିଛନ୍ତି ଋଷ ସୈନ୍ୟ । ଳଗାତାର ଭାବେ ଆକାଶମାର୍ଗରୁ ବୋମା ବର୍ଷା ହେଉଛି । ଯୁଦ୍ଧ ଆରମ୍ଭ ହୋଇସାରିଛି,…