Browsing Tag

National

ଚୀନର ଭୟଙ୍କର ପ୍ଲାନ୍ ବିଷୟରେ କହିଲେ ଟ୍ରମ୍ପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ବୟାନ ଦେଇଛନ୍ତି । ଚୀନ ତାକୁ କବଜା କରିନେବ ବୋଲି ସେ କହିଛନ୍ତି । ଫକ୍ସ ବିଜନେସକୁ ଦେଇଥିବା ସାକ୍ଷାତକାରରେ ସେ ଏହା ପ୍ରକାଶ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ତାଇଓ୍ୱାନ ଉପରେ ଚୀନ ଅତିଶୀଗ୍ର ଆକ୍ରମଣ…

ଖାରକିଭ୍‌ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ : ଦୂତାବାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ୟୁକ୍ରେନ୍‌ର ରାଜଧାନୀ ଖାରକିଭ୍‌ ତୁରନ୍ତ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ । ଭାରତୀୟ ଦୂତାବାସ ପକ୍ଷରୁ ଭୟଙ୍କର ଯୁଦ୍ଧ ଭିତରେ ନିଜ ନିଜ ସୁରକ୍ଷା ପାଇଁ ସେଠାରେ ରହିଥିବା ଭାରତୀୟ ଯଥା ସମ୍ଭବ ଉକ୍ତ ସ୍ଥାନ ପରିତ୍ୟାଗ କରି କୌଣସି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ…

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ୟୁକ୍ରେନରେ ଦ୍ଵିତୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ପଞ୍ଜାବ ନିବାସୀ ୨୨ ବର୍ଷୀୟ ଚନ୍ଦନ ଜିନ୍ଦଲ. ଚନ୍ଦନଙ୍କ ମୃତ୍ୟୁ କୌଣସି ଆକ୍ରମଣରେ ନୁହେଁ ବରଂ ରୋଗରେ ଘଟିଛି। ସେ ୟୁକ୍ରେନର ଭିନିସ୍ତିଆ ଡିକାଲ ୟୁନିଭର୍ସିଟିର ହସ୍ପିଟାଲରେ…

୭୦ ହଜାର ଜାପାନ ସ୍ୱେଚ୍ଛାସେବୀ ଋଷ ବିରୋଧରେ ଲଢିବେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ସୈନ୍ୟଙ୍କ ବିରୋଧରେ ଲଢିବା ପାଇଁ ଦକ୍ଷିଣ-ପଶ୍ଚିମ ଜାପାନରେ ରହୁଥିବା ୩୯ ବର୍ଷିୟ ଅଫିସ୍ କର୍ମଚାରୀ ଆଗକୁ ଆସିଛନ୍ତି। ବ୍ୟକ୍ତିଙ୍କ ନାଁ କିଅଚି କୁରୋଗୀ। ସେ ୟୁକ୍ରେନ ଦୂତାବାସକୁ ଯୁଦ୍ଧରେ ସାମିଲ୍‌। ସେ କହିଛନ୍ତି, ମୁଁ ଯେତେବେଳେ ୟୁକ୍ରେନର ବୃଦ୍ଧ, ପୁରୁଷ ଓ…

ୟୁକ୍ରେନରୁ ଚାଲି ପୋଲାଣ୍ଡ ସୀମାରେ ପହଞ୍ଚିଲେ ଅଭିନେତା ସେନ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ୟୁକ୍ରେନ୍‌ ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭକୁ ଟାର୍ଗେଟ କରୁଛି। ଜାରି ରହିଥିବା ଯୁଦ୍ଧ ଭିତରେ ହଲିଉଡ ତାରକା ସେନ୍‌ ପେନ୍ ମାର୍ଚ୍ଚ ୧ ତାରିଖ ସେ ଏବଂ ତାଙ୍କର ଦୁଇ ସହକର୍ମୀ ସହ ଦେଶ ଛାଡିଛନ୍ତି । ପୁଣି…

ୟୁକ୍ରେନରେ ଭାରତୀୟ ଛାତ୍ର ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଛାତ୍ର ଜଣକ ଘର କର୍ଣ୍ଣାଟକରରେ ଓ ତାଙ୍କ ନାମ ନବୀନ ଶେଖରପ୍ପା। ଏ ନେଇ ଭାରତ ସରକାର ତୁରନ୍ତ ୟୁକ୍ରେନ ଏବଂ ରୁଷ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ…

ବିଶ୍ୱର ସବୁଠାରୁ ବଡ ବିମାନ ଏଏନ ୨୨୫ ମ୍ରିୟା ଧ୍ୱଂସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱର ସବୁଠାରୁ ବଡ ବିମାନ ଏଏନ ୨୨୫ ମ୍ରିୟା । ୟୁକ୍ରେନୀୟ ଭାଷାରେ ମ୍ରିୟାର ଅର୍ଥ ସ୍ୱପ୍ନ। ଏହି ଉଡାଜାହାଜର ଲମ୍ବ ୮୪ ମିଟର ବା ୨୭୬ ଫୁଟ୍ । ୨୫୦ ମେଟ୍ରିକ୍ ଟନ୍ ସାମଗ୍ରୀ ଧାରଣ କରିବାର କ୍ଷମତା ବି ଥିଲା । ଘଣ୍ଟାକୁ ୮୫୦ କିମି ବେଗରେ ଆକାଶର ବୁକୁକୁ ଚିରି…

ପରମାଣୁ ବୋମା ଟିମକୁ ଆଲର୍ଟ କଲେ ପୁତିନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନ- ଋଷ ଭିତରେ ଜାରି ରହିଛି ଗୋଳା ବାରୁଦ ବର୍ଷଣ । ଯୁଦ୍ଧ ପରିସ୍ଥିତିକୁ ପୁରାବାକୁ ବସିଛି ୫ ଦିନ । ସେପଟେ ୟୁକ୍ରେନରେ ଋଷ ସେନା ଆକ୍ରମଣ ଜାରି ରଖିଥିବାବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହାରି ମଧ୍ୟରେ ଜରୁରୀ କାଳୀନ ବୈଠକ ବସାଇଛନ୍ତି ।…

‘ମୋତେ ମାରିବାକୁ ଚାଲିଛି ଷଡଯନ୍ତ୍ର’: ୟୁକ୍ରେନ ରାଷ୍ଟ୍ରପତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନ ଉପରେ ଋଷର ଆକ୍ରମଣ ପଞ୍ଚମ ଦିନରେ ପହଞ୍ଚିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଋଷର ରାଷ୍ଟ୍ରପତି (ଭ୍ଲାଦିମିର ପୁଟିନ) ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । ଏଥିପାଇଁ କ୍ରେମଲିନ୍ (ଋଷର ରାଷ୍ଟ୍ରପତିଙ୍କ…

ଜୁନ ୨୨ରେ ଆସିବ କରୋନାର ଚତୁର୍ଥ ଲହର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁନ ୨୨ ବେଳକୁ ଦେଶରେ କରୋନାର ଚତୁର୍ଥ ଲହର ଆସିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେବେ ଏହା କେତେ ଗୁରୁତର ହେବ ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ଆଇଆଇଟି କାନପୁରର ରିପୋର୍ଟ ଅନୁସାରେ, ଚତୁର୍ଥ ଲହର ଆତି କମରେ ୪ ମାସ ଧରି ଜାରି ରହିବ । ଅଗଷ୍ଟ ୧୫ରୁ…