ସୋଆରେ ଜାତୀୟ ଯୁବ ଦିବସ ପାଳିତ, ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ଉପରେ ଗୁରୁତ୍ୱ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତୀୟ ଯୁବ ଦିବସ ଉପଲକ୍ଷେ ଗତ ବୁଧବାର ଦିନ ସୋଆ ବିଶ୍ୱବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ର ଭାରତୀୟ ଜ୍ଞାନ ପରମ୍ପରା ପ୍ରତି ଅବଦାନ ଉପରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି ।
ଗୁଗୁଲ୍ ମିଟ୍ ପ୍ଲାଟ୍ଫର୍ମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଣ୍ଡଗିରି ସ୍ଥିତ…