କୃଷି ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚିଲେ ମନ୍ତ୍ରୀ, ସମାୟାନୁବର୍ତ୍ତି ହେବାକୁ ଦେଲେ ନିର୍ଦ୍ଦେଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୃଷି ନିର୍ଦ୍ଦେଶାଳୟରେ ଅଚାନକ ପହଞ୍ଚିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀଙ୍କୁ ହଠାତ ଅଫିସରେ ଦେଖି ଉପସ୍ଥିତ ଥିବା କର୍ମଚାରୀଙ୍କ ବଢିଗଲା ଟେନସନ । ସମୟରେ ଅଫିସ ପହଞ୍ଚି ନଥିବା କର୍ମଚାରୀଙ୍କୁ ଠିକ ସମୟରେ ଅଫିସ ଆସିବାକୁ କଲେ ତାଗିଦ । ଏହିପରି କିଛି ଘଟିଥିଲା…