ଲୋକାର୍ପିତ ହେଲା ନୂଆ ଟିଭି ଚ୍ୟାନେଲ ନନ୍ଦିଘୋଷ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଓଡ଼ିଶା ଗଣମାଧ୍ୟମ ଜଗତରେ ଯୋଡିହୋଇଛି ଆଉ ଗୋଟିଏ ଟିଭି ଚ୍ୟାନେଲ। ଯାହାର ନାମ ରହିଛି ‘ନନ୍ଦିଘୋଷ’ ଟିଭି । 24×7 ଘଣ୍ଟିଆ ଏହି ନ୍ୟୁଜ୍ ଚାନେଲ୍ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ଲୋକାର୍ପିତ ହୋଇଛି । ମେ ଫେୟାର୍ କନଭେନସନ୍ ହଲ୍ ରେ ଆୟୋଜିତ ଭବ୍ୟ ଉତ୍ସବରେ…