ଇତିହାସରେ ପ୍ରଥମ; ନନ୍ଦନକାନନରେ ଜନ୍ମ ନେଲା ହଳଦିଆ ଆନାକୋଣ୍ଡା
ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନରେ ଥିବା ସରୀସୃପ ଉଦ୍ୟାନରେ ଏକ ଅଦ୍ଭୁତ ଘଟଣା ଘଟିଛି । ଏଠାରେ ଏକ ହଳଦିଆ ଆନାକୋଣ୍ଡା ସାପ ଏକ ଶାବକକୁ ଜନ୍ମ ଦେଇଛି । ଆଉ ସବୁଠୁ ଖାସ କଥା ହେଉଛି ନନ୍ଦନକାନନ ଇତିହାସରେ ଏପରି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ନନ୍ଦନକାନନ ଇତିହାସରେ ପ୍ରଥମ ଥର…