ଶଙ୍କରାଚାର୍ଯ୍ୟ ଏବଂ ପାଣ୍ଡିଆନଙ୍କୁ ଦାବିପତ୍ର ଦେଲା ଶ୍ରୀଜଗନ୍ନାଥ ସେନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀକ୍ଷେତ୍ର ପୁରୀର ନାମ ପରିବର୍ତ୍ତନକୁ ନେଇ ବିଭିନ୍ନ ସଙ୍ଗଠନ ଦାବି ଜୋର ଧରିଥିବା ବେଳେ ଏବେ ଏହାକୁ ନେଇ ଦ୍ବିମତ ଦେଖାଦେଇଛି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ନାମ ପରିବର୍ତ୍ତନ ଆବଶ୍ୟକତା କଣ ଦରକାର ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଭଳି ସ୍ଥିତିରେ ଶନିବାର ୫-ଟି ସଚିବ…