ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ସମସ୍ତ ସାମଗ୍ରୀ ସୁରକ୍ଷିତ : ସ୍ପଷ୍ଟକଲା ଶ୍ରୀମନ୍ଦିର ପ୍ରଶାସନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର-ସୂର୍ଯ୍ୟକୁ ସେବାୟତ ନେଇଯିବା ଘଟଣାନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ନାଗାର୍ଜୁନ ବେଶ ସାମଗ୍ରୀ ଚୋରି ହୋଇନାହିଁ। ଯେଉଁ ବେଶ…