Browsing Tag

naba das

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରୁ ବନ୍ଧୁକ ମିଳିବା ଘଟଣା: ସୌଖିନ ପାଇଁ ବନ୍ଧୁକ ରଖିଛି – ନବ

ଓଡିଶା ଫାଷ୍ଟ( ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ବନ୍ଧୁକ ମିଳିବା ଘଟଣାରେ ସେ କହିଛନ୍ତି, 'ସୁରକ୍ଷା ପାଇଁ ନୁହେଁ, ସୌଖିନ ପାଇଁ ବନ୍ଧୁକ ରଖିଛି । ଛାତ୍ର ଜୀବନରୁ ବନ୍ଧୁକ ରଖିଛି । ସୁରକ୍ଷା ପାଇଁ ନୁହେଁ, ସୌଖିନ ପାଇଁ ବନ୍ଧୁକ ରଖିଛି । ଆଇନର ବ୍ୟବସ୍ଥା ଭିତରେ ବନ୍ଧୁକ ଅଛି, ଏହା…

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି କେନ୍ଦ୍ର । ଏ ନେଇ ମଙ୍ଗଳବାର ସଚିବାଳୟରେ ଆୟୁଷ୍ମାନ ଭାରତ ଯୋଜନାର ସିଇଓ ଇନ୍ଦୁଭୂଷଣଙ୍କ ନେତୃତ୍ୱରେ ୫ ଜଣିଆ ପ୍ରତିନିଧି ଦଳ ସ୍ବାସ୍ଥ୍ୟ ନବକିଶୋର ଦାସଙ୍କ…

ବିଧାୟକ ପଦରୁ ଇସ୍ତଫା ଦେଲେ ନବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାନୁୟାରୀ ୧୬ରେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ନବ ଆଜି ତାଙ୍କ ଇସ୍ତଫାପତ୍ର ବାଚସ୍ପତି ପ୍ରଦୀପ ଅମାତଙ୍କୁ ପ୍ରଦାନ କରିଛନ୍ତି । ନବ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ଭାବେ…