ୟୁ-ଟ୍ୟୁବରୁ ମର୍ଡର ଟ୍ରିକ୍ ଶିଖି ହତ୍ୟା କଲା ୧୬ ବର୍ଷ ତଳ ପ୍ରେମିକାର ସ୍ୱାମୀକୁ
ଓଡିଶା ଫାଷ୍ଟ(ବ୍ୟୁରୋ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଧିନସ୍ଥ ଅଞ୍ଚଳରେ ୧୨ ଦିନ ତଳେ ହୋଇଥିବା ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାହେଲା ଅଭିଯୁକ୍ତ ୟୁ-ଟ୍ୟୁବରୁ ହତ୍ୟାକାଣ୍ଡର ଟ୍ରିକ୍ ଶିଖିଥିବା ସ୍ୱୀକାର କରିଛି ।
ସୂଚନା ଅନୁଯାୟୀ, ମୁନିଗୁଡ଼ା…