ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ମ୍ୟୁନିସପାଲ ମାର୍କେଟ କାର୍ଯ୍ୟର ଶୁଭାରମ୍ଭ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀକୁ ବିଶ୍ୱ ଐତିହ ମାନ୍ୟତା ଦେବାକୁ ରାଜ୍ୟ ସରକାର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ଉଚ୍ଛେଦ ପ୍ରକ୍ରିୟା ସମୟରେ ରାଜ୍ୟ ସରକାର ସେମାନଙ୍କ ଖୁବଶୀଘ୍ର ଥଇଥାନ ପାଇଁ ପ୍ରତିଶୃତି ଦେଇଥିଲେ । ମାତ୍ର ମହାମାରୀ କରୋନା ସଂକ୍ରମଣ କୁ ନିୟନ୍ତ୍ରଣ ରେ…