Browsing Tag

mumbai

ମାର୍ଚ୍ଚ ୯ରେ ବାହାହେବେ ଆକାଶ ଅମ୍ବାନୀ-ଶ୍ଳୋକା ମେହେଟ୍ଟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ସବୁଠୁ ଧନୀ ତଥା ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଏବଂ ବିଶିଷ୍ଟ ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ଝିଅ ଶ୍ଲୋକାଙ୍କର ବିବାହ ଆସନ୍ତା ମାର୍ଚ୍ଚ ୯ତାରିଖରେ ହେବ । ଗତ ଡିସେମ୍ବରରେ ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କ ସହ ଆନନ୍ଦ…

ମୁମ୍ବାଇ ଇଏସଆଇସି ହସ୍ପିଟାଲରେ ଅଗ୍ନିକାଣ୍ଡ, ଜଣେ ଶିଶୁ ସମେତ ୬ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁମ୍ବାଇ ଅନ୍ଧେରୀ ସ୍ଥିତ ଇଏସଆଇସି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଜଣେ ଦୁଇ ମାସର ଶିଶୁ ସମେତ ୬ଜଣ ମୃତ । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପାଖାପାଖି ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟି ବା ସହ ୪.୩୦ ପର୍ଯ୍ୟନ୍ତ ଏହା ସବୁଆଡେ ବ୍ୟାପି ଯାଇଥିଲା ।…

ସରିଲା ଈଶାଙ୍କ ବାହାଘର,  ଖର୍ଚ୍ଚ ହେଲା ଶହେ ମିଲିଅନ ଡଲାର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭାରତର ଏକ ନମ୍ବର ଧନୀ ତଥା ରିଲାଏନ୍ସ ଗୃପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଓ ଶିଳ୍ପପତି ଆନନ୍ଦ ପୀରାମଲଙ୍କ ବିବାହ ସମ୍ପନ୍ନ ହୋଇଛି । ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆରେ ଈଶାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।…

ମଡେଲର ଔଧ୍ୟତ୍ୟତା, ଲିଫ୍ଟରେ ହେଲେ ଉଲଗ୍ନ, ପଢନ୍ତୁ କାହିଁକି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଶାସକ୍ତ ଅବସ୍ଥାରେ ଜଣେ ମଡେଲର ଔଧ୍ୟତ୍ୟତା । ଡେରାଡୁନ ର ଜଣେ ମଡେଲ ମୁମ୍ବାଇର ଓସିବାରା ଅଞ୍ଚଳରେ ଲିଫ୍ଟ ଭିତରେ ନିଜର ଡ୍ରେସ ଖୋଲି ପକାଇଛନ୍ତି । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋରଧରିଛି । ସୂଚନା ଅନୁଯାୟୀ, ଡେରାଡୁନର ମେଘା ଶର୍ମା ନାମକ ଜଣେ ମଡେଲ ଗତ…

୫୦୦ ଯୁବତୀ ଚାଲାଣ ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଥାଣେ ଜିଲ୍ଲାର ଦୋମ୍ବିବାଲିର ମନପଡା ଅଞ୍ଚଳର ୩୮ ବର୍ଷୀୟ ମହମ୍ମଦ ସୈଦୁଲ୍ ଶେଖ୍ ନାମକ ବ୍ୟକ୍ତିଙ୍କୁ ୫୦୦ ଝିଅଙ୍କୁ ବାଂଲାଦେଶରୁ ମୁମ୍ବାଇକୁ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗିରଫ କରିଛି ପାଲଘାର ପୋଲିସ । ଏବଂ ସୈଦୁଲଙ୍କ ନାଁରେ ମାନବ ଚାଲାଣ ମାମଲା ରୁଜୁ କରିଛି…

ମୁମ୍ବାଇର ଶିଳ୍ପପତିଙ୍କୁ ଓଡିଶାରେ ନିବେଶ କରିବାକୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମେକ୍ ଇନ୍ ଓଡ଼ିଶା କନକ୍ଲେଭ କୁ ଦୃଷ୍ଟି ରେ ରଖି ଓଡ଼ିଶା ପ୍ରତି ନୂତନ ଇନଭେଷ୍ଟର୍ସଙ୍କୁ ଆକୃଷ୍ଟ କରିବାକୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ ଆଜି କ୍ୟାମ୍ପେନ ଆରମ୍ଭ କରିବା ସହ ଇନଭେଷ୍ଟର୍ସଙ୍କୁ ସମ୍ବୋଧିତ ମଧ୍ୟ କରିଛନ୍ତି । ସୂଚନା…

ମୃତ୍ୟୁ ଏମିତିବି ଆସେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁମ୍ବାଇ ର ବାନ୍ଦ୍ରା ଅଞ୍ଚଳରେ ୧୧ ମହଲା ଉପରୁ ଖସି ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି । ମୃତକ ଙ୍କ ନାମ ରାଧାଶ୍ୟାମ ହରିଜନ ଓ ତାଙ୍କ ବୟସ ୬୦ ବର୍ଷ। ରାଧାଶ୍ୟାମଙ୍କ ପ୍ରକୃତ ଘର ଉତ୍ତରପ୍ରଦେଶରେ। ରାଧାଶ୍ୟାମ ବାନ୍ଦ୍ରାର ହିଲ୍‌ ରୋଡ ସ୍ଥିତ ଏଭ୍‌ରେଷ୍ଟ…

ମୃତ୍ୟୁ ଏମିତିବି ଆସେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁମ୍ବାଇ ର ବାନ୍ଦ୍ରା ଅଞ୍ଚଳରେ ୧୧ ମହଲା ଉପରୁ ଖସି ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି । ମୃତକ ଙ୍କ ନାମ ରାଧାଶ୍ୟାମ ହରିଜନ ଓ ତାଙ୍କ ବୟସ ୬୦ ବର୍ଷ। ରାଧାଶ୍ୟାମଙ୍କ ପ୍ରକୃତ ଘର ଉତ୍ତରପ୍ରଦେଶରେ। ରାଧାଶ୍ୟାମ ବାନ୍ଦ୍ରାର ହିଲ୍‌ ରୋଡ ସ୍ଥିତ…